or_tq/mrk/01/29.md

4 lines
374 B
Markdown

# ସେମାନେ ଯେତେବେଳେ ଶିମୋନଙ୍କର ଗୃହକୁ ଗଲେ, ଯୀଶୁ କାହାକୁ ସୁସ୍ଥ କଲେ ?
ଯେତେବେଳେ ସେମାନେ ଶିମୋନଙ୍କର ଗୃହକୁ ଗଲେ ଯୀଶୁ ତାହାଙ୍କ ଶାଶୁ ମାଁଙ୍କୁ ସୁସ୍ଥ କଲେ [୧:୩୦]।