or_tq/mrk/01/12.md

8 lines
655 B
Markdown

# କିଏ ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ ?
ଆତ୍ମା ଯୀଶୁଙ୍କୁ ପ୍ରାନ୍ତରକୁ ଘେନିଗଲେ [୧:୧୨]।
# କେତେ ସମୟ ପର୍ଯ୍ୟନ୍ତ ଯୀଶୁ ପ୍ରାନ୍ତରରେ ଥିଲେ, ପୁଣି ତାହାଙ୍କୁ ସେଠାରେ କ'ଣ ଘଟିଲା ?
ଚାଳିଶ ଦିନ ପର୍ଯ୍ୟନ୍ତ ଯୀଶୁ ପ୍ରାନ୍ତରରେ ରହିଲେ, ପୁଣି ସେ ଶୟତାନ ଦ୍ଵାରା ସେଠାରେ ପରୀକ୍ଷିତ ହୋଇଥିଲେ [୧:୧୩]।