or_tq/mrk/01/10.md

461 B
Raw Permalink Blame History

ପୃଥିବୀରେ ପାପ କ୍ଷମା କରିବାକୁ ଯୀଶୁଙ୍କର ଯେ ଅଧିକାର ଅଛି ତାହା ଯୀଶୁ କିପରିଭାବରେ ପ୍ରମାଣ କଲେ ?

ଯୀଶୁ ପକ୍ଷାଘାତୀ ଲୋକକୁ କହିଥିଲେ ଉଠ ତୁମର ଖଟିଆ ଘେନି ଆପଣା ଘରକୁ ଯାଅ ଓ ସେହି ଲୋକ ସେପରି କଲେ [:୮-୧୨]।