or_tq/mrk/01/04.md

12 lines
812 B
Markdown

# ଯୋହନ କ'ଣ ପ୍ରଚାର କରି ଆସିଲେ ?
ଯୋହନ ପାପର କ୍ଷମା ନିମନ୍ତେ ମନଃପରିବାର୍ତ୍ତନର ବାପ୍ତିସ୍ମ ଘୋଷଣା କରି ଆସିଲେ [୧:୪]।
# ଯେତେବେଳେ ଲୋକମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେଲେ ସେମାନେ କ'ଣ କଲେ ?
ଯେତେବେଳେ ଲୋକମାନେ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ହେଲେ ସେମାନେ ସେମାନଙ୍କର ପାପ ସ୍ଵୀକାର କଲେ [୧:୫]।
# ଯୋହନ କ'ଣ ଖାଉଥିଲେ ?
ଯୋହନ ପଙ୍ଗପାଳ ଓ ବନମଧୁ ଖାଉଥିଲେ [୧:୬]।