or_tq/mat/17/26.md

4 lines
456 B
Markdown

# କିପରି ପିତର ଓ ଯୀଶୁ କର ଦେଇଥିଲେ ?
ଯୀଶୁ ପିତରକୁ କହିଲେ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା କର ଦେବା ନିମନ୍ତେ ପାଇବ[୧୭:୨୭] ।