8 lines
934 B
Markdown
8 lines
934 B
Markdown
# ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ ବୋଲି ଶାସ୍ତ୍ରୀମାନଙ୍କର ଶିକ୍ଷା ବିଷୟରେ ଯୀଶୁ କ'ଣ କହିଲେ ?
|
|
|
|
ଯୀଶୁ କହିଲେ ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିସାରିଲେଣି [୧୭:୧୧]।
|
|
|
|
# କାହାକୁ ଯୀଶୁ କହିଲେ ଯେ ଏଲୀୟ ଆଗରୁ ଆସିସାରିଥିଲେ ଏବଂ ତାହାଙ୍କୁ କ'ଣ କରାଯାଇଥିଲା ?
|
|
|
|
ଯୀଶୁ କହିଲେ ବାପ୍ତିଜକ ଯୋହନ ଏଲୀୟ ଥିଲେ ଯିଏ ଆଗର ଆସିଥିଲେ ଏବଂ ମାତ୍ର ଲୋକେ ତାହାଙ୍କୁ ନ କହି ଯାହା ଇଛା ତାହା ହିଁ ତା'ଙ୍କ ପ୍ରତି କରିଅଛନ୍ତି [୧୭:୧୦-୧୩]।
|