or_tq/mat/17/03.md

8 lines
542 B
Markdown

# କିଏ ଦେଖା ଦେଲେ ଓ ଯୀଶୁଙ୍କ ସହିତ କଥା ହେଲେ ?
ମୋଶା ଓ ଏଲୀୟ ଦେଖା ଦେଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ [୧୭:୩] ।
# ପିତର କ'ଣ କରିବାକୁ ପ୍ରସ୍ତାବ ଦେଲେ ?
ପିତର ତିନି ବ୍ୟକ୍ତିଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ [୧୭:୪]।