or_tq/luk/24/16.md

4 lines
549 B
Markdown

# ଯେତେବେଳେ ଦୁଇ ଜଣ ଶିଷ୍ୟ ଇମ୍ମାୟୁକୁ ଯାଉଥିଲେ ସେତେବେଳେ ଯୀଶୁ ସେମାନଙ୍କ ସହିତ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ ହେଲେ କାହିଁକି ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ?
ସେମାନଙ୍କର ଚକ୍ଷୁ ତାହାଙ୍କୁ ନ ଚିହ୍ନିବାକୁ ରୁଦ୍ଧ ହୋଇଥିଲା।