or_tq/luk/20/37.md

4 lines
544 B
Markdown

# ପୁନରୁତ୍ଥାନର ସତ୍ୟ ପ୍ରମାଣ କରିବାକୁ ଯୀଶୁ କେଉଁ ପୁରାତନ ନିୟମର କାହାଣୀ ସ୍ମରଣକଲେ?
ସେ ମୋଶା ଏବଂ ବୁଦାର କାହାଣୀକୁ ସ୍ମରଣକଲେ, ଯେଉଁଥିରେ ମୋଶା ପ୍ରଭୁଙ୍କୁ ଅବ୍ରହାମଙ୍କର ଈଶ୍ୱର ଏବଂ ଇସ୍‌ହାକଙ୍କ ଈଶ୍ୱର ଏବଂ ଯାକୁବର ଈଶ୍ୱର ବୋଲି କହିଲେ।