or_tq/luk/19/44.md

4 lines
487 B
Markdown

# ତା’ପରେ ଲୋକ ଓ ନଗର ସହ କ’ଣ ହେବ ବୋଲି ଯୀଶୁ ଭବିଷ୍ୟ‌ଦ୍‌ବାଣୀ କଲେ?
ସେ କହିଛନ୍ତି ଯେ ଶତ୍ରୁମାନେ ନଗରକୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ।