or_tq/luk/19/43.md

4 lines
422 B
Markdown

# ତା'ପରେ ସେହି ଲୋକମାନଙ୍କ ପ୍ରତି ଏବଂ ନଗର ପ୍ରତି କ'ଣ ଘଟିବ ବୋଲି ଯୀଶୁ ଭାବବାଣୀ କଲେ ?
ସେ କହିଲେ ଯେ ଲୋକମାନେ ଭୂମିସାତ ହେବେ ପୁଣି ଗୋଟିଏ ପଥର ଉପରେ ଅନ୍ୟ ଗୋଟିଏ ପଥର ରହିବ ନାହିଁ [୧୯:୪୪]।