or_tq/luk/19/07.md

4 lines
302 B
Markdown

# ଯେତେବେଳେ ଯୀଶୁ ଜଖୀୟଙ୍କ ଗୃହକୁ ଗଲେ ସମସ୍ତେ କେଉଁ ଅଭିଯୋଗ କରିଥିଲେ?
ସେମାନେ କହିଲେ, “ଯୀଶୁ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।”