or_tq/luk/17/27.md

4 lines
424 B
Markdown

# ନୋହଙ୍କ ସମୟରେ ଲୋକମାନେ କ’ଣ କରୁଥିଲେ?
ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କରିବା ପର୍ଯ୍ୟନ୍ତ ଅବବୋଧହୀନ ଥିଲେ ।