or_tq/luk/17/14.md

8 lines
440 B
Markdown

# କୁଷ୍ଠରୋଗୀମାନଙ୍କୁ ଯୀଶୁ କ’ଣ କରିବାକୁ କହିଲେ?
ସେ ଯାଇ ଯାଜକମାନଙ୍କୁ ଦେଖା କରିବାକୁ କହିଲେ।
# କୁଷ୍ଠରୋଗୀମାନେ ଯାଜକମାନଙ୍କ ନିକଟକୁ ଯିବାବେଳେ କ’ଣ ହେଲା?
ସେମାନଙ୍କୁ ସୁସ୍ଥ କରାଯାଇଥିଲା।