or_tq/luk/15/29.md

4 lines
480 B
Markdown

# ବଡ ପୁତ୍ରର ପିତାଙ୍କ ପ୍ରତି ଅଭିଯୋଗ କ’ଣ ଥିଲା?
ବଡ ପୁତ୍ର ଅଭିଯୋଗ କଲା ଯେ ସେ ତାଙ୍କ ପିତାଙ୍କ ନିୟମ ପାଳନ କରିଛି, କିନ୍ତୁ ତାର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ କେବେ ବି ଛେଳି ଛୁଆଟିଏ ସୁଦ୍ଧା ଦିଆଯାଇ ନାହିଁ।