or_tq/luk/15/20.md

4 lines
335 B
Markdown

# ସାନ ପୁତ୍ର ଗୃହକୁ ଫେରୁଥିବା ଦେଖି ପିତା କ’ଣ କଲେ?
ତାର ପିତା ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।