or_tq/luk/15/17.md

4 lines
546 B
Markdown

# ଯେତେବେଳେ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବା ଆରମ୍ଭ କଲା, ସାନ ପୁଅ କ'ଣ କରିବାକୁ ସ୍ଥିର କଲା ?
ତାହାଙ୍କ ବାପାଙ୍କ ପାଖକୁ ଯାଇ ତାହାର ପାପ ସ୍ଵୀକାର କରିବାକୁ ସ୍ଥିର କଲା, ଏବଂ ତାହାଙ୍କର ଜଣେ ମୂଲିଆ ପରି ତାହାକୁ ରଖିବାକୁ ଅନୁରୋଧ କଲା [୧୫:୧୮-୧୯]।