or_tq/luk/15/09.md

4 lines
356 B
Markdown

# ଯୀଶୁଙ୍କ ଦୃଷ୍ଟାନ୍ତରେ, ସ୍ତ୍ରୀ ଯେତେବେଳେ ହଜିଯାଇଥିବା ରୂପା ମୁଦ୍ରା ପାଏ ସେତେବେଳେ ସେ କ’ଣ କରେ?
ସେ ନିଜ ବନ୍ଧୁ ଓ ପ୍ରତିବାସୀମାନଙ୍କ ସହିତ ଆନନ୍ଦ କରେ ।