or_tq/luk/15/04.md

4 lines
416 B
Markdown

# ଯୀଶୁଙ୍କ ଦୃଷ୍ଟାନ୍ତରେ, ମେଷପାଳକ ତାର ଶହେ ମେଣ୍ଢା ମଧ୍ୟରୁ ଗୋଟିଏ ହରାଇଲେ କ’ଣ କରେ?
ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ।