or_tq/luk/15/03.md

4 lines
481 B
Markdown

# ଯୀଶୁଙ୍କ ଦୃଷ୍ଟାନ୍ତରେ, ଜଣେ ମେଷପାଳକ କ'ଣ କରେ ଯାହାର ଶହେ ମେଣ୍ଡାମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ ?
ସେ ଅନେଶ୍ଵତଙ୍କୁ ଛାଡେ ପୁଣି ହଜିଥିବା ମେଣ୍ଡାକୁ ଖୋଜିବାକୁ ଯାଏ, ତା'ପରେ ତାହାକୁ ଆନନ୍ଦରେ ଘେନିଆସେ [୧୫:୪-୫]।