or_tq/luk/04/42.md

4 lines
404 B
Markdown

# କେଉଁ କାରଣରୁ ସେ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ ?
ଅନ୍ୟାନ୍ୟ ନଗରରେ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ବିଷୟରେ ପ୍ରଚାର କରିବାକୁ ପ୍ରେରିତ ହୋଇଥିଲେ ବୋଲି ଯୀଶୁ କହିଲେ [୪:୪୩]।