or_tq/luk/04/41.md

4 lines
602 B
Markdown

# ଭୂତମାନଙ୍କୁ ବାହାର କରି ଦିଆଯିବା ପରେ ସେମାନେ କ’ଣ କହିଲେ, ଏବଂ ଯୀଶୁ ସେମାନଙ୍କୁ କାହିଁକି କହିବାକୁ ଦେଲେ ନାହିଁ?
ଭୂତମାନେ କହିବାକୁ ଲାଗିଲେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର, ଆଉ ଯୀଶୁ ସେମାନଙ୍କୁ କହିବାକୁ ଦେଲେ ନାହିଁ କାରଣ ସେମାନେ ଜାଣିଥିଲେ ଯେ ସେ ଖ୍ରୀଷ୍ଟ ଅଟନ୍ତି।