or_tq/luk/04/25.md

8 lines
929 B
Markdown

# ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ପ୍ରଥମ ଉଦାହରଣରେ, ଈଶ୍ଵର କେହି ଜଣକୁ ସାହାଯ୍ୟ କରିବାକୁ ଏଲୀୟ ଙ୍କୁ କେଉଁଠାକୁ ପଠାଇଲେ ?
ଈଶ୍ଵର ଏଲୀୟ ଙ୍କୁ ସିଦୋନ ଦେଶର, ସାରିଫତକୁ ପଠାଇଲେ [୪:୨୬]।
# ସମାଜଗୃହର ଲୋକମାନଙ୍କ ପ୍ରତି ଯୀଶୁଙ୍କର ଦ୍ଵିତୀୟ ଉଦାହରଣରେ, କେଉଁ ଦେଶର ଲୋକଙ୍କୁ ଈଶ୍ଵର ସାହାଯ୍ୟକରିବାକୁ ଇଲୀଶାୟଙ୍କୁ କହିଥିଲେ ?
ସୁରିଆଦେଶୀୟ ନାମାନଙ୍କୁ ସାହାଯ୍ୟ କରିବାକୁ ଈଶ୍ଵର ଇଲୀଶାୟଙ୍କୁ କହିଥିଲେ [୪:୨୭]।