or_tq/luk/04/21.md

4 lines
324 B
Markdown

# ସେଦିନ କେଉଁ ବାକ୍ୟ ସଫଳ ହେଲା ବୋଲି ଯୀଶୁ କହିଲେ?
ଯୀଶୁ କହିଲେ ଯେ ସେ ଯିଶାଇୟଙ୍କ ପୁସ୍ତକରୁ ପାଠକରିଥିବା ଧର୍ମଶାସ୍ତ୍ର ସେହି ଦିନ ସଫଳ ହେଲା।