or_tq/jhn/05/45.md

8 lines
903 B
Markdown

# ପିତାଙ୍କ ଛାମୁରେ କିଏ ଯିହୂଦୀ ନେତାମାନଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ ?
ମୋଶା ପିତାଙ୍କ ଛାମୁରେ ଯିହୂଦୀ ନେତାମାନଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ [୪:୪୫]।
# ସେ କହନ୍ତି ଯଦି ସେମାନେ ମୋଶାଙ୍କୁ ବିଶ୍ଵାସ କଲେ ଯିହୂଦୀ ନେତାମାନେ ଯୀଶୁଙ୍କୁ ବିଶ୍ଵାସ କରିପାରନ୍ତି ?
ଯଦି ଯିହୂଦୀ ନେତାମାନେ ମୋଶାଙ୍କୁ ବିଶ୍ଵାସ କଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରିବେ କାରଣ ମୋଶା ଯୀଶୁଙ୍କ ବିଷୟରେ ଲେଖିଲେ [୫:୪୬-୪୭]।