or_tq/jhn/05/39.md

8 lines
658 B
Markdown

# କାହିଁକି ଯିହୂଦୀ ନେତାମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କଲେ ?
ସେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କଲେ, କାରଣ ସେଥିରେ ଅନନ୍ତ ଜୀବନ ସେମାନେ ପ୍ରାପ୍ତ ହୋଇଅଛନ୍ତି ବୋଲି ମନେ କଲେ [୫:୩୯] ।
# କାହା ବିଷୟରେ ଧର୍ମଶାସ୍ତ୍ର ସାକ୍ଷ୍ୟ୍ୟ ଦିଏ ?
ଧର୍ମଶାସ୍ତ୍ର ଯୀଶୁଙ୍କ ବିଷୟରେ ସାକ୍ଷ୍ୟ୍ୟ ଦିଏ [୫:୩୯]।