or_tq/jhn/05/36.md

8 lines
1.0 KiB
Markdown

# କେଉଁ ଦୁଇ ବିଷୟ ଯୀଶୁଙ୍କ ନିମନ୍ତେ ମନୁଷ୍ୟଠାରୁ ସାକ୍ଷ୍ୟ୍ୟ ଗ୍ରହଣ କରେ ନାହିଁ ?
ଯୀଶୁ ଯାହା କାର୍ଯ୍ୟ କଲେ,ତାହା ପିତା ତା'ଙ୍କୁ ପୁରା କରିବାକୁ କାର୍ଯ୍ୟ ଦେଲେ, ପିତା ସାକ୍ଷ୍ୟ୍ୟ ଦେବା ଯୀଶୁଙ୍କୁ ପଠାଇଲେ, ପିତା ମଧ୍ୟ ନିଜେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ୍ୟ ଦେଲେ [୫:୩୪-୩୭] ।
# କେଉଁମାନେ ପିତାଙ୍କ ବାକ୍ୟକୁ ଶୁଣି ନ ଥିଲେ କିମ୍ବା ସେମାନେ କେବେ ପିତାଙ୍କୁ ଦେଖି ନ ଥିଲେ ?
ଯିହୂଦୀମାନେ କେବେ ପିତାଙ୍କ ବାକ୍ୟକୁ ଶୁଣି ନ ଥିଲେ କିମ୍ବା ସେମାନେ କେବେ ପିତାଙ୍କୁ ଦେଖି ନ ଥିଲେ [୫:୩୭]।