or_tq/jhn/05/28.md

4 lines
565 B
Markdown

# ଯେଉଁସମୟରେ ସମାଧିସ୍ଥ ସମସ୍ତେ ପିତାଙ୍କ ସ୍ୱର ଶୁଣିବେ, କ'ଣ ହେବ ?
ଯେଉଁମାନେ ସତ୍‍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍‍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍‍ଥାନ ନିମନ୍ତେ ବାହାର ହୋଇ ଆସିବେ [୫:୨୮-୨୯] ।