or_tq/jhn/05/16.md

8 lines
1.1 KiB
Markdown

# ଯିଏ ତା'ଙ୍କୁ ତାଡନା କରୁଥିଲେ କିପରି ଯୀଶୁ ଯିହୂଦୀ ନେତାମାନଙ୍କୁ ଉତ୍ତର ଦେଲେ କାରଣ ବିଶ୍ରାମବାରରେ ଏସବୁ(ସୁସ୍ଥତା) କରୁଅଛି ?
ଯୀଶୁ ସେମାନଙ୍କୁ କହିଲେ''ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କାର୍ଯ୍ୟ କରେ'' [୫:୧୭] ।
# କାହିଁକି ଯୀଶୁଙ୍କର ବାକ୍ୟ ଯିହୂଦୀ ନେତାମାନଙ୍କୁ ତା'ଙ୍କୁ ବଧ କରିବାକୁ ତିଆରି କଲେ?
ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କଲେ, କେବଳ ତାହା ନୁହେଁ [ସେମାନଙ୍କ ଚିନ୍ତାଧାରାରେ],କିନ୍ତୁ ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ତେଣୁ ଏହା ଘଟିଲା [୫:୧୮] ।