or_tq/jhn/05/10.md

4 lines
662 B
Markdown

# ଯେତେବେଳେ ସେମାନେ ସୁସ୍ଥ ହୋଇଥିବା ଲୋକକୁ ଆପଣା ଖଟିଆ ଘେନି ଚାଲିଯିବା ଦେଖିଲେ, ଏହା ଯିହୂଦୀମାନଙ୍କୁ କାହିଁକି ଅସ୍ତବ୍ୟସ୍ତ କଲା ?
ଏହା ସେମାନଙ୍କୁ ଅସ୍ତବ୍ୟସ୍ତ କଲା କାରଣ ଏହା ବିଶ୍ରାମବାର ଥିଲା ଏବଂ ସେମାନେ କହିଲେ ବିଶ୍ରାମବାରରେ ନିଜ ଖଟିଆ ବୋହି ନେବା ବ୍ୟକ୍ତିକୁ ଅନୁମତି ନାହିଁ [୫:୯-୧୦]।