or_tq/jhn/05/07.md

4 lines
563 B
Markdown

# ''ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?,'' ଯୀଶୁଙ୍କର ପ୍ରଶ୍ନକୁ ରୋଗଗ୍ରସ୍ତ ଲୋକର କ'ଣ ଉତ୍ତର ଥିଲା ?
''ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହାନ୍ତି, ଯେତେବେଳେ ମୁଁ ଯାଏ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ'' [୫:୭] ।