or_tq/heb/09/27.md

8 lines
693 B
Markdown

# ପ୍ରତ୍ୟେକ ଲୋକଙ୍କ ମୃତ୍ୟୁୁ ପରେ ସେମାନଙ୍କୁ କ'ଣ ହୁଏ ?
ମନୁଷ୍ୟମାନଙ୍କ ମୃତ୍ୟୁୁ ପରେ ସେମାନେ ବିଚାରିତ ହୁଅନ୍ତି [୯:୨୭]।
# କେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ପୁଣି ଥରେ ଦ୍ୱିତୀୟଥର ଦର୍ଶନ ଦେବେ ?
ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟ ଦ୍ୱିତୀୟଥର ଦର୍ଶନ ଦେବେ [୯:୨୮]।