or_tq/heb/09/25.md

4 lines
461 B
Markdown

# କେତେଥର ଖ୍ରୀଷ୍ଟ ନିଜକୁ ନିଜେ ବଳିଦାନ କରି ପାପକୁ ଦୂରେଇ ନେବାକୁ ବାଧ୍ୟ ଅଟନ୍ତି ?
ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ଖ୍ରୀଷ୍ଟ ନିଜକୁ ବଳିଦାନ କରନ୍ତି [୯:୨୬]।