or_tq/heb/09/13.md

8 lines
646 B
Markdown

# ଖ୍ରୀଷ୍ଟଙ୍କ ରକ୍ତ ବିଶ୍ଵାସୀମାନଙ୍କ ନିମନ୍ତେ କ'ଣ କରିଥାଏ ?
ଖ୍ରୀଷ୍ଟଙ୍କ ରକ୍ତ ବିଶ୍ଵାସୀମାନଙ୍କ ବିବେକକୁ ଜୀବନ୍ତ ଈଶ୍ଵରଙ୍କୁ ସେବା କରିବା ପାଇଁ ମୃତ କାର୍ଯ୍ୟଗୁଡିକରୁ ଶୁଚି କରିଥାଏ [୯:୧୪] ।
# ଖ୍ରୀଷ୍ଟ କେଉଁଥିର ମଧ୍ୟସ୍ଥ ଅଟନ୍ତି ?
ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଟନ୍ତି [୯:୧୫] ।