12 lines
1.2 KiB
Markdown
12 lines
1.2 KiB
Markdown
# ବର୍ତ୍ତମାନ ଯୁଗରେ ଏହି ପତ୍ରର ପାଠୁକମାନଙ୍କ ପାଇଁ ଏହା କିପରି ଗୋଟିଏ ଦୃଷ୍ଟାନ୍ତ ସଦୃଶ୍ୟ ଅଟେ ?
|
|
|
|
ପୃଥିବୀସ୍ଥ ତମ୍ବୁ, ଦାନ, ଏବଂ ବଳି ଉତ୍ସର୍ଗ ହୋଇଥାଏ ଏବଂ ଏକ ଦୃଷ୍ଟାନ୍ତ ପରି ବର୍ତ୍ତମାନ ଯୁଗରେ ସେବା ହୋଇଥାଏ [୯:୯] ।
|
|
|
|
# ପୃଥିବୀସ୍ଥ ତମ୍ବୁରେ କେଉଁସବୁ ବଳିଗୁଡିକ ସିଦ୍ଧିଦାନ କରିପାରିଲେ ନାହିଁ ?
|
|
|
|
ପୃଥିବୀସ୍ଥ ତମ୍ବୁରେ ସମସ୍ତ ବଳିଦାନଗୁଡିକ ଉପାସକର ବିବେକକୁ ସିଦ୍ଧ କରିପାରିଲେ ନାହିଁ [୮:୯] ।
|
|
|
|
# ପୃଥିବୀସ୍ଥ ତମ୍ବୁରେ କେଉଁ ସମୟ ପର୍ଯ୍ୟନ୍ତ ବିଧିବିଧାନ ଥିଲା ?
|
|
|
|
ପୃଥିବୀସ୍ଥ ତମ୍ବୁର ବିଧିବିଧାନଗୁଡିକ ଏକ ନୂତନ କ୍ରମ ନ ଆସିବା ପର୍ଯ୍ୟନ୍ତ ଥିଲା [୮:୧୦] ।
|