or_tq/heb/07/27.md

12 lines
1.1 KiB
Markdown

# ଲୋକମାନଙ୍କ ପାପ ନିମନ୍ତେ ଯୀଶୁ କେଉଁ ପ୍ରକାର ବଳି ଉତ୍ସର୍ଗ କଲେ ?
ଲୋକମାନଙ୍କ ପାପ ନିମନ୍ତେ ଯୀଶୁ ଏକାଥରକେ ଆପଣାକୁ ବଳିଉତ୍ସର୍ଗ କଲେ [୭:୨୭] ।
# କେଉଁ ବଳିଦାନ ଯୀଶୁ ନିଜ ପାପ ନିମନ୍ତେ କଲେ ?
ଯୀଶୁ ନିଜ ପାପ ନିମନ୍ତେ କୌଣସି ବଳିଦାନ କରିବାର ଆବଶ୍ୟକ ନ ଥିଲା କାରଣ ସେ ନିଷ୍ପାପୀ ଥିଲେ [୭:୨୬-୨୭] ।
# ଯୀଶୁ କିପରି ଭାବରେ ବ୍ୟବସ୍ଥା ଦ୍ଵାରା ମନୋନୀତ ଯାଜକମାନଙ୍କଠାରୁ ଭିନ୍ନ ଥିଲେ ?
ବ୍ୟବସ୍ଥା ଦ୍ଵାରା ମନୋନୀତ ଯାଜକମାନେ ଦୂର୍ବଳ ଥିଲେ, କିନ୍ତୁ ଯୀଶୁ ଚିରକାଳ ପାଇଁ ସିଦ୍ଧ ଥିଲେ [୭:୨୮] ।