or_tq/heb/07/25.md

8 lines
1.2 KiB
Markdown

# କାହିଁକି ଯୀଶୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି ଯେଉଁମାନେ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅନ୍ତି ?
ଯୀଶୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ଦେବାକୁ ସକ୍ଷମ ଯେଉଁମାନେ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅନ୍ତି କାରଣ ସେ ସର୍ବଦା ସେମାନଙ୍କ ନିମନ୍ତେ ନିବେଦନ କରିବାକୁ ନିତ୍ୟ ଜୀବିତ [୭:୨୫] ।
# ଯୀଶୁଙ୍କର କେଉଁ ଚାରିଗୋଟି ବିଶେଷ ଗୁଣଗୁଡିକ ଯାହା ତାହାଙ୍କୁ ବିଶ୍ଵାସୀମାନଙ୍କ ନିମନ୍ତେ ଯାଜକ ହେଲେ ?
ଯୀଶୁ ନିଷ୍ପାପୀ, ନିର୍ଦ୍ଦୋଶ, ନିଷ୍କପଟ, ଏବଂ ପାପୀମାନଙ୍କଠାରୁ ପୃଥକୀକୃତ ଥିଲେ [୭:୨୬] ।