or_tq/heb/07/11.md

8 lines
909 B
Markdown

# ମଲକୀସେଦକଙ୍କ କ୍ରମ ପରିବର୍ତ୍ତେ ଆଉ କାହିଁକି ଅନ୍ୟ ଏକ ଯାଜକ ଉଠିବାର ଆବଶ୍ୟକ ଥିଲା ?
ମଲକୀସେଦକଙ୍କ କ୍ରମ ପରିବର୍ତ୍ତେ ଅନ୍ୟ ଏକ ଯାଜକ ଉଠିବାର ଆବଶ୍ୟକ ଥିଲା କାରଣ ଲେବୀୟ ଯାଜକତ୍ଵମାନଙ୍କ ଦ୍ଵାରା ସିଦ୍ଧି ଲାଭ ଅସମ୍ଭବ ଥିଲା [୭:୧୧] ।
# ଯେତେବେଳେ ଯାଜକତ୍ଵ ପରିବର୍ତ୍ତନ ହୁଏ, ତେବେ କ'ଣ ପରିବର୍ତ୍ତନ ହେବା ଆବଶ୍ୟକ ?
ଯଦି ଯାଜକତ୍ଵ ପରିବର୍ତ୍ତନ ହୁଏ, ତେବେ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବା ଉଚିତ୍ [୭:୧୨] ।