or_tq/heb/07/07.md

8 lines
777 B
Markdown

# ମହାନ୍ ବ୍ୟକ୍ତି କିଏ ଥିଲେ, ଅବ୍ରାହାମ ନା ମଲକୀସେଦକ ?
ମଲକୀସେଦକ ମହାନ୍ ବ୍ୟକ୍ତି ଥିଲେ କାରଣ ସେ ଅବ୍ରାହାମଙ୍କୁ ଆଶୀର୍ବାଦ କଲେ [୭:୭] ।
# କିପରି ଭାବରେ ଲେବୀ ନିଜେ ମଲକୀସେଦକଙ୍କୁ ଦଶମାଂଶ ଦେଲେ ?
ଲେବୀ ମଧ୍ୟ ମଲକୀସେଦକଙ୍କୁ ଦଶମାଂଶ ଦାନ କଲେ କାରଣ ଲେବୀ ଅବ୍ରାହାମଙ୍କ ବଂଶକୃତ ଥିଲେ ଯେତେବେଳେ ଅବ୍ରାହାମ ମଲକୀସେଦକଙ୍କୁ ଦଶମାଂଶ ଦେଲେ [୭:୯-୧୦] ।