or_tq/heb/07/01.md

16 lines
1.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ମଲକୀସେଦକଙ୍କ କେଉଁ ଦୁଇ ଶୀର୍ଷକ ଥିଲା ?
ମଲକୀସେଦକ ଶାଲେମର ରାଜା ଏବଂ ସର୍ବୋଚ୍ଚ ଈଶ୍ଵରଙ୍କ ଯାଜକ ଥିଲେ [୭:୧] ।
# ଅବ୍ରାହାମ ମଲକୀସେଦକଙ୍କୁ କ'ଣ ଦେଲେ ?
ଅବ୍ରାହାମ ମଲକୀସେଦକଙ୍କୁ ସମସ୍ତର ଯାହା ସେ ଗ୍ରହଣ କରିଥିଲେ ଦଶମାଂଶ ଦେଲେ [୭:] ।
# ମଲକୀସେଦକ ନାମର ଅର୍ଥ କ'ଣ ଅଟେ ?
ମଲକୀସେଦକ ନାମର ଅର୍ଥ "ଧର୍ମର ରାଜା" ଏବଂ "ଶାନ୍ତିର ରାଜା" ଅଟେ [୭:] ।
# କେଉଁମାନେ ମଲକୀସେଦକଙ୍କ ପୂର୍ବପୁରୁଷ ଥିଲେ ଏବଂ ସେ କେବେ ମୃତ୍ୟୁୁବରଣ କଲେ ?
ମଲକୀସେଦକ ପୂର୍ବପୁରୁଷ ଥିଲେ ଏବଂ ଜୀବନର ଶେଷ କିଛି ନାହିଁ [୭:୩] ।