or_tq/eph/04/16.md

4 lines
632 B
Markdown

# କିପରି ବିଶ୍ଵାସୀମାନଙ୍କ ଶରୀର ନିର୍ମିତ ବୋଲି ପାଉଲ କହନ୍ତି?
ବିଶ୍ଵାସୀମାନଙ୍କ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।