or_tq/eph/04/11.md

4 lines
442 B
Markdown

# ଖ୍ରୀଷ୍ଟ କେଉଁ ପାଞ୍ଚ ପ୍ରକାରର ଦାନ ବିଶ୍ଵାସୀମାନଙ୍କୁ ଦେଇଛନ୍ତି ବୋଲି ପାଉଲ କହନ୍ତି?
ଖ୍ରୀଷ୍ଟ ପ୍ରେରିତ, ଭାବବାଦୀ, ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକ ଦାନ କରିଅଛନ୍ତି ବୋଲି ପାଉଲ କହନ୍ତି ।