or_tq/eph/04/01.md

4 lines
391 B
Markdown

# ବିଶ୍ଵାସୀମାନଙ୍କୁ ପାଉଲ କିପରି ଆଚରଣ କରିବାକୁ ଅନୁରୋଧ କରନ୍ତି?
ବିଶ୍ଵାସୀମାନେ ଯେଉଁ ଆହ୍ୱାନରେ ଆହୂତ ହୋଇଅଛନ୍ତି, ସେଥିର ଯୋଗ୍ୟ ଆଚରଣ କରିବାକୁ ପାଉଲ ଅନୁରୋଧ କରନ୍ତି ।