or_tq/eph/01/22.md

8 lines
491 B
Markdown

# ଈଶ୍ଵର ଖ୍ରୀଷ୍ଟଙ୍କ ପାଦ ତଳେ କ’ଣ ବଶୀଭୂତ କରି ରଖିଛନ୍ତି?
ଈଶ୍ଵର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ବଶୀଭୂତ କରି ରଖିଛନ୍ତି ।
# ମଣ୍ଡଳୀରେ ଖ୍ରୀଷ୍ଟଙ୍କ ଅଧିକାର କ’ଣ?
ଖ୍ରୀଷ୍ଟ ମଣ୍ଡଳୀର ସର୍ବ ବିଷୟର ମସ୍ତକ ଅଟନ୍ତି ।