or_tq/eph/01/20.md

4 lines
501 B
Markdown

# ଯେଉଁ ଶକ୍ତି ଏବେ ବିଶ୍ଵାସୀମାନଙ୍କଠାରେ କାର୍ଯ୍ୟସାଧନ କରେ, ସେହି ଶକ୍ତି ଖ୍ରୀଷ୍ଟଙ୍କଠାରେ କ’ଣ କରେ?
ସେହି ଶକ୍ତି ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ, ସ୍ୱର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଅଛି ।