or_tq/eph/01/18.md

4 lines
578 B
Markdown

# ଏଫିସୀୟମାନେ କ’ଣ ବୁଝିବାକୁ ଆଲୋକିତ ହୁଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି?
ଏଫିସୀୟମାନେ ସେମାନଙ୍କର ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ଅଧିକାରର ଗୌରବରୂପ ଧନ କଅଣ ବୁଝିବାକୁ ଆଲୋକିତ ହୁଅନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ।