or_tq/eph/01/17.md

4 lines
734 B
Markdown

# ଏଫିସୀୟମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହେବା ନିମନ୍ତେ ପାଉଲ କ'ଣ ପ୍ରାର୍ଥନା କରନ୍ତି ?
ଏଫିସୀୟମାନେ ଯେପରି ସେମାନଙ୍କର ଆହ୍ଵାନର ଭରସାକୁ ବୁଝିପାରିବେ, ସେମାନଙ୍କର ଅଧିକାରର ଗୌରବରୂପ ଧନକୁ ବୁଝିପାରିବେ, ଏବଂ ସେମାନଙ୍କଠାରେ ଈଶ୍ଵରଙ୍କ ଶକ୍ତିର ମହତ୍ତ୍ଵକୁ ବୁଝିପାରିବେ ସେଥିପାଇଁ ପାଉଲ ପ୍ରାର୍ଥନା କରନ୍ତି [୧:୧୮-୧୯]।