or_tq/eph/01/10.md

4 lines
409 B
Markdown

# ଯେତେବେଳେ ଈଶ୍ଵରଙ୍କର ଯୋଜନାର କାଳ ପୂର୍ଣ୍ଣତା ହେବାର ସମୟ ଆସେ, ସେତେବେଳେ ସେ କ’ଣ କରିବେ?
ସ୍ୱର୍ଗ ଏବଂ ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ଈଶ୍ଵର ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ ।