or_tq/eph/01/07.md

4 lines
446 B
Markdown

# ଈଶ୍ଵରଙ୍କ ପ୍ରିୟତମ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ବିଶ୍ଵାସୀମାନେ କ’ଣ ପ୍ରାପ୍ତ ହୋଇଅଛନ୍ତି?
ବିଶ୍ଵାସୀମାନେ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛନ୍ତି ।