or_tq/act/24/24.md

9 lines
757 B
Markdown

# କେଉଁ ବିଷୟରେ କିଛି ଦିନ ପରେ ପାଉଲ ଫେଲୀକସ୍‌ଙ୍କୁ କହିଲେ ?
ପାଉଲ ଫେଲୀକସ୍‌ଙ୍କୁ ଯୀଶୁଙ୍କଠାରେ ବିଶ୍ୱାସ, ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ
ବିଚାର ବିଷୟରେ କହିଲେ [୨୪:୨୪-୨୫]।
# ପାଉଲଙ୍କ କଥା ଶୁଣିଲାପରେ ଫେଲୀକସ୍ କିପରି ପ୍ରତିକ୍ରିୟା କଲେ?
ଫେଲୀକସ୍ ଭୟଭୀତ ହେଲେ ଏବଂ ପାଉଲଙ୍କୁ ସେହି ସ୍ଥାନରୁ ବର୍ତ୍ତମାନ ଚାଲିଯିବାକୁ କହିଲେ[୨୪:୨୫]।